ଓୟୁଏଟିରେ ଚିକିତ୍ସାଧୀନ ହାତୀ ଛୁଆର ମୃତ୍ୟୁ

0

ଭୁବନେଶ୍ବର : ଓୟୁଏଟିରେ ଚିକିତ୍ସାଧୀନ ହାତୀ ଛୁଆର ମୃତ୍ୟୁ ହୋଇଯାଇଛି। ହାତୀ ଛୁଆଟି ୭ ମାସର ହେବ ବୋଲି ଅନୁମାନ କରାଯାଉଛି।  ହାତୀ ଛୁଆଟି ପାଟି ସଂକ୍ରମଣ ଜନିତ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିଲା। ଗତ ୨୪ ତାରିଖରେ ହିନ୍ଦୋଳରୁ ହାତୀ ଛୁଆଟିକୁ ଉଦ୍ଧାର କରାଯାଇ ଓୟୁଏଟିରେ ଭର୍ତ୍ତି କରାଯାଇଥିଲା। ତେବେ ମଙ୍ଗଳବାର ସକାଳ ସମୟରେ ହାତୀ ଛୁଆଟିର ମୃତ୍ୟୁ ହୋଇ ଯାଇଛି।

Leave A Reply