ଚମ୍ପୁଆ ରେଞ୍ଜରେ ହାତୀ, ଲୋକେ ଆତଙ୍କିତ

0

କେନ୍ଦୁଝର : ଚମ୍ପୁଆ ରେଞ୍ଜ ଅଞ୍ଚଳରେ ୯ଟି ହାତୀ ପଶି ଆସିଛନ୍ତି। ଏଥିପାଇଁ ଗ୍ରାମବାସୀମାନେ ଆତଙ୍କିତ ହୋଇ ରହିଛନ୍ତି। ଝୁମ୍ପୁରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ଆମ୍ବବଗିଚାରେ ହାତୀମାନେ ପଶି ଯାଇଛନ୍ତି। ହାତୀଙ୍କୁ ଘଉଡାଇବାକୁ ବନ ବିଭାଗ କର୍ମଚାରୀମାନେ ଚେଷ୍ଟା ଚଳାଇଛନ୍ତି।

Leave A Reply