ଅସୁସ୍ଥ ଦନ୍ତାହତୀର ଚିକିତ୍ସା ଆରମ୍ଭ

0

ସମ୍ବଲପୁର : ପଡ଼ିଆବାହାଲ ରେଞ୍ଜ ଅନ୍ତର୍ଗତ ଛାମୁଣ୍ଡା – କୁଶାମୁରା ଜଙ୍ଗଲ ମଧ୍ୟରେ ରବିବାର ଅସୁସ୍ଥ ଦନ୍ତାହାତୀର ଚିକିତ୍ସା ଆରମ୍ଭ ହୋଇଛି। ଅସୁସ୍ଥ ହାତୀଟିକୁ ଟ୍ରାଙ୍କୁଲାଇଜ କରିବା ପରେ ଓୟୁଏଟିର ଏକ ଟିମ ପରୀକ୍ଷା କରି ଉପଯୁକ୍ତ ଚିକିତ୍ସା ଆରମ୍ଭ କରିଛନ୍ତି। ହାତୀଟିର କ୍ଷତ ଗୁଳିଜନିତ ନୁହେଁ ବୋଲି ସମ୍ବଲପୁର ଡ଼ିଏଫଓ ସ୍ପଷ୍ଟ କରିଛନ୍ତି। ହାତୀପଲରେ ଗଣ୍ଡଗୋଳ ବେଳେ ଦନ୍ତାଟି ଆହତ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।

Leave A Reply