ଧାନବିଲରେ ହାତୀପଲ, ବ୍ୟାପକ ଫସଲ ନଷ୍ଟ

0

ପିପିଲି : କଣାସ ବ୍ଲକ ବଳଭଦ୍ରପୁର ପଞ୍ଚାୟତ ମଣିଜିପୁର ଗାଁ ପାଖରେ ହାତୀପଲଙ୍କ ଉପଦ୍ରବ ଦେଖାଦେଇଛି। ଧାନ ବିଲରେ ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ହାତୀପଲଙ୍କୁ ଘଉଡ଼ାଇବାକୁ ଏପର୍ଯ୍ୟନ୍ତ ବନବିଭାଗ ପହଞ୍ଚି ନଥିବା ସୂଚନା ମିଳିଛି। ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ହାତୀପଲରେ ପ୍ରାୟ ୨୫ ରୁ ୩୦ ଟି ହାତୀ ଥିବା ଅନୁମାନ କରାଯାଉଛି।

Leave A Reply