ହାତୀ ଆକ୍ରମଣରେ ଜଣେ ମୃତ

0

ଅନୁଗୁଳ: ହାତୀ ଆକ୍ରମଣର ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେ​‌ଲେ ୪୫ ବର୍ଷିୟ ରମେଶ ସାହୁ ।ସୂଚନାନୁଯାୟୀ,ଶନିବାର ରମେଶ କୌଣସି କାମରେ ନିକଟସ୍ଥ ଜଙ୍ଗଲକୁ ଯାଇ ଆଉ ଫେରି ନଥିଲେ । ଏନେଇ ବନ୍ତଳା ଥାନାରେ ଏକ ନିଖୋଜ ରିପୋର୍ଟ ହୋଇଥିଲେ । ପରିବାର ଲୋକ ଓ ଗ୍ରାମବାସୀ ଖୋଜା ଖୋଜି ଜାରି କରି ରବିବାର ସକାଳେ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ । ପାରିପାର୍ଶ୍ବିକ ପରିସ୍ଥିତିରୁ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ତେବେ ଏନେଇ ବନ୍ତଳା ପୁଲିସ ଓ ବନବିଭାଗକୁ ଗ୍ରାମବାସୀ ଖବର କରିଛନ୍ତି।

Leave A Reply