ଝାରସୁଗୁଡ଼ାରେ ହାତୀ ଆତଙ୍କ

0

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର କୁଳବିରାରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ଶୁକ୍ରବାର ସକାଳୁ ୩ଟି ହାତୀ ହଠାତ କୁଳାବିରାକୁ ସ୍ବାସ୍ଥ୍ୟ କେନ୍ଦ୍ର ଭିତରକୁ ପଶି ଆସିଥଲେ। ପରେ ଖବର ପାଇ ବନବିଭାଗ କର୍ମଚାରୀ ପହଞ୍ଚି ସେମାନେଙ୍କୁ ଘୋଉଡାଇଥିଲେ । ପରେ ହାତୀପଲ ତୁରେଇକେଲା ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲେ। ପୂର୍ବରୁ ମଧ୍ୟ କୁଳାବିରାରେ ହାତୀ ଉପଦ୍ରଵଦେଖିବାକୁ ମିଳିଥିଲା। ଗ୍ରାମରେ ପଶି ଘର ଭାଙ୍ଗିବା ସହ ବିଭିନ୍ନ କେତେକ ଲୋକଙ୍କୁ କଚାଡି ମାରିଥିଲା। କୁଳାବିରା ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି।

Leave A Reply