ଉତ୍ତର ଓଡ଼ିଶାରେ ୫.୦ ତୀବ୍ରତାର ଭୂମିକମ୍ପ

0

ବାରିପଦା : ଉତ୍ତର ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି ।  ମଙ୍ଗଳବାର ସଂଧ୍ୟା ୬.୩୬ରେ ଆନନ୍ଦପୁର, ବାରିପଦା, ବାଲେଶ୍ୱର, ମୟୁରଭଞ୍ଜ ଜିଲା ବେତନଟୀ, ବଡସାହି ଆଦି ସ୍ଥାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୦ ରେକର୍ଡ କରାଯାଇଛି । ପଶ୍ଚିମବଙ୍ଗର ହୁଗଳି ଭୂମିକମ୍ପର କେନ୍ଦ୍ରସ୍ଥଳ ବୋଲି ଚିହ୍ନଟ କରାଯାଇଛି । ଭୂମିକମ୍ପ ଝଟକାରେ ଲୋକେ ଆତଙ୍କିତ ହୋଇ ଘର ଛାଡି ବାହାରକୁ ଦୌଡ଼ି ପଳାଇ ଆସିଥିଲେ ।

Leave A Reply