ଦିଲ୍ଲୀରେ ଶସ୍ତା ଘର ; ଏନସିଆରରେ ୩ଟି ବଡ଼ ପ୍ରକଳ୍ପ

0

ନୂଆଦିଲ୍ଲୀ: ଶସ୍ତାରେ ଘର କିଣିବାର ସ୍ୱପ୍ନ ଦେଖୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ରିଏଲ ଇଷ୍ଟେଟ କ୍ଷେତ୍ରରେ ଦେଶର ପ୍ରମୁଖ କମ୍ପାନୀ ଶାପୁରଜୀ ପାଲୋଜି ଚଳିତ ଆର୍ଥିକ ବର୍ଷରେ ବିଶାଳ ଅଞ୍ଚଳ ମଧ୍ୟରେ ଟାଉନସିପର ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ ୩ଟି ପ୍ରକଳ୍ପ କେବଳ ଦିଲ୍ଲୀ ଏନସିଆରରେ ହେବ।
କମ୍ପାନୀର ଗୃପ ସିଇଓ ଭେଙ୍କଟେସ ଗୋପଳକୃଷ୍ଣଙ୍କ ସୂଚନା ଅନୁଯାୟୀ ମୋଟ୍‍ ୯କୋଟି ବର୍ଗ ଫୁଟ ଉପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ତନ୍ମଧ୍ୟରୁ ୩.୫ବର୍ଗଫୁଟର ଟାଉନସିପ ଚଳିତ ଆର୍ଥିକ ବର୍ଷରେ ସମ୍ପୂର୍ଣ୍ଣ ହୋଇଯିବ।

Leave A Reply