ଘରୋଇ ହସ୍ପିଟାଲର ୬ ମହଲାରୁ ପଡି ରୋଗୀ ମୃତ

0

ଭୁବନେଶ୍ବର: ଭୁବନେଶ୍ବରର ଘରୋଇ ହସ୍ପିଟାଲର ୬ ମହଲାରୁ ପଡି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ମୃତ ରୋଗୀ ଜଣଙ୍କ ଖୋର୍ଦ୍ଧା ଜିଲା ଜକରା ଅଞ୍ଚଳର ବୋଲି ଜଣାପଡିଛି । ଗତ ୪ ଦିନ ପୂର୍ବେ ସେ ଭୁବନେଶ୍ବର ଏମ୍ସ ଆଇସିୟୁରେ ଭର୍ତ୍ତି ହୋଇଥିଲେ ।

Leave A Reply