ବୃଦ୍ଧ, ବୃଦ୍ଧାଙ୍କ ମୃତଦେହ ଠାବ

0

ରାୟଗଡ଼ା : ରାୟଗଡ଼ା ଥେରୁବାଲି ଷ୍ଟେସନ ନିକଟ ପରିତ୍ୟକ୍ତ ଘରୁ ବୃଦ୍ଧ, ବୃଦ୍ଧାଙ୍କ ମୃତଦେହ ଠାବ ହୋଇଛି। ଥେରୁବାଲି ଷ୍ଟେସନ ନିକଟସ୍ଥ କେଲିଗୁଡ଼ା କ୍ୟାବିନ ନିକଟରୁ ଏହି ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ମିଳିନାହିଁ। ମୃତ୍ୟୁ କାରଣ ମଧ୍ୟ ଅସ୍ପଷ୍ଟ ରହିଛି।

Comments
Loading...