ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା

0

ଅନୁଗୁଳ : ଅନୁଗୁଳ ଜରପଡ଼ା ଥାନା ଜେରେଙ୍ଗ ଅଞ୍ଚଳରେ ଏକ ହତ୍ୟା କାଣ୍ଡ ଘଟିଛି। ମୃତକ ଜଣକ ହେଲେ ଲିପୁନା ସାହୁ। ସୂଚନା ଅନୁଯାୟୀ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଛି। ହତ୍ୟାକାରୀ ଜରପଡ଼ା ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।

Comments
Loading...