ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ

0

ଖୋର୍ଦ୍ଧା : ଗୋବିନ୍ଦପୁର ଗ୍ରାମରେ ଜଣେ ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି। ମହିଳାଙ୍କ ପରିବାର ଲୋକେ ମୃତ ମହିଳାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି। ଅନ୍ୟ ପକ୍ଷରେ ମହିଳାଙ୍କ ସ୍ୱାମୀ ମଧ୍ୟ ଫେରାର ଥିବା ଜଣାପଡ଼ିଛି। ଖବର ପାଇବା ପରେ ବେଗୁନିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply