ସୁଶାନ୍ତ ଧଳ ସାମନ୍ତଙ୍କୁ ୫ ବର୍ଷ ଜେଲ

0

କଟକ: ବହୁ ଚର୍ଚ୍ଚିତ ଡି ବ୍ରଦର୍ସ ମାମଲାରେ ସୋମବାର କଟକ ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ରାୟ ପ୍ରକାଶ କରିଛନ୍ତି। ସୁଶାନ୍ତ ଧଳ ସାମନ୍ତଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ୨୫ ହଜାର ଲେଖାଏଁ ଜୋରିମାନା ହେଇଛି। ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅପରାଧରେ ୩ ବର୍ଷ ଜେଲ୍‌ ଦଣ୍ଡ ଓ ୧୯୯୯ ମସିହାରେ ବିଡ଼ାନାସୀରେ ସୁଶାନ୍ତ ଜଣେ ପୁଲିସ୍‌ ଅଧିକାରୀଙ୍କ ଉପରକୁ ଗୁଳି ଚଳାଇବା ଅଭିଯୋଗରେ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଣି ହୋଇଛି।

Leave A Reply