କଟକ ସଦର ବିଜେପି ପକ୍ଷରୁ ଜନପରାମର୍ଶ ପଦଯାତ୍ରା

0

ନେମାଳ : କଟକ ଦସର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ଶନିବାର ନେମାଳର ବିଭିନ୍ନ ଅଞ୍ଚଳରେ ଜନପରାମର୍ଶ ପଦଯାତ୍ରା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ବିଜେପି ନେତା ଦିଲିପ ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଅଂଶଗ୍ରହଣ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ଜନସାଧାରଣ ମାନଙ୍କୁ ଅବଗତ କରାଇଥିବା ବେଳେ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କାରାଯାଇଥିଲା। ଉକ୍ତ ସଭାରେ ବିଜେପି ନେତା ଶ୍ରୀଯୁକ୍ତ ମଲିକ କେନ୍ଦ୍ର ସରକାରଙ୍କର ଯୋଜନାକୁ ରାଜ୍ୟ ସରକାର ହାଇଜାକ କରୁଛନ୍ତି ଫଳ ସ୍ୱରୁପ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣ ଯୋଜନା ସଠିକ ଭାବେ ତୃଣମୂଳସ୍ତରରେ ପହଞ୍ଚି ପାରୁନାହିଁ। ଭାରତର ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ୟାଣ ଯୋଜନା ଏବେ ବିଶ୍ୱକୁ ଚକିତ କରିଛି ବୋଲି ସୁଚନା ଦେଇଥିଲେ।

Leave A Reply