ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ

0

ଗୋଡା : ଜଗତସିଂହପୁର ଜିଲା ଏରସମା ବ୍ଲକ ପୋଖରୀଆପଡ଼। ଗ୍ରାମରେ ଶନିବାର ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତଙ୍କ ନାମ ନୀଳମଣି ସ୍ୱ।ଇଁ ।  ଶନିବାର ସକାଳେ ସେ ନିଜ ଚାଷ ଜମିରେ କାମ କରୁଥିବା ସମୟରେ ସେହି ସ୍ଥାନରେ ଯାଇଥିବା ୧୧କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ପାଖ ଜମିରେ କାଯ୍ୟ କରୁଥିବା କିଛି ଲୋକ ତାଙ୍କ ପାଖରେ ପହଞ୍ଚିବା ପୂବରୁ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ପହଞ୍ଚି ମୃତ ଶରୀରକୁ ନେଇ ଏରସମା ବିଦ୍ୟୁତ କାଯ୍ୟାଳୟ ସମୁଖ ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥରେ ରଖି ରାସ୍ତା ଅବରୋଧ କରିଛନ୍ତି ।

Leave A Reply