ଶୌଚ ବାହାନାରେ କଏଦୀ ଫେରାର

0

ବାରିପଦା : ଶୌଚ ବାହାନାରେ ଜଣେ କଏଦୀ ଫେରାର ହୋଇଯାଇଛି। ଚିକିତ୍ସାଧୀନ ଅବସ୍ଥାରେ କଏଦୀ ମେଡିକାଲରୁ ଫେରାର ହୋଇଯାଇଛି। ସେ ଶୌଚ ହେବାକୁ କହି ୨ ୱାର୍ଡରଙ୍କୁ ଚକମା ଦେଇ ଫେରାର ହୋଇଛି। ସୂଚନାଯୋଗ୍ୟ ଯେ, କଏଦୀ ଜଣକ ଦୁଷ୍କର୍ମ ଅଭିଯୋଗରେ ବାରିପଦା ସର୍କଲ ଜେଲରେ କଏଦୀ ଥିଲେ। ଅସୁସ୍ଥତା କାରଣରୁ ତାଙ୍କୁ ଗତ ୬ ତାରିଖରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

Leave A Reply