ଟେଣ୍ଡର କେଳେଙ୍କାରୀ ଘଟଣାରେ ଠିକାଦାର ଗିରଫ

0

କେଶଦୁରାପାଳ: ଗ୍ରାମ୍ୟ ଉନ୍ନୟନ ବିଭାଗର ଟେଣ୍ଡର କେଳେଙ୍କାରୀ ଘଟଣାରେ ପୁଲିସର ଏକ ସ୍ଵତନ୍ତ୍ର ଟିମ ସ୍ପେସାଲ କ୍ଳାସ ଠିକାଦାର ସୁରେନ୍ଦ୍ର ଭୂୟାଁକୁ ଗିରଫ କରିଥିବା ଜଣାପଡ଼ିଛି। ସୁଚନା ଅନୁଯାୟୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଟେଣ୍ଡର କେଳେଙ୍କାରୀ ଘଟଣାରେ ପୂର୍ବରୁ ପୁଲିସ ଦେବେନ୍ଦ୍ର ଜେନାକୁ ଗିରଫ କରିଥିବା ବେଳେ ସୁରେନ୍ଦ୍ର ଭୂୟାଁ ଓ ଗଦାଧର ନାୟକଙ୍କ ସହିତ ୩୩ ଠିକାଦାର ଫେରାର ଥିଲେ।

କିଛିଦିନ ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଟେଣ୍ଡର କେଳେଙ୍କାରୀକୁ ନେଇ ନକଲି ଦସ୍ତାବିଜ୍ ଦେଇ ଠିକାଦାର ସୁରେନ୍ଦ୍ର କୁମାର ଭୂୟାଁ ନକଲି ଟେଣ୍ଡର ହାତେଇ ଥିବା ବେଳେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସେମାନେ ଫେରାର ଥିଲେ। ଆଜି କେନ୍ଦୁଝର ପୁଲିସର ଏକ ସ୍ଵତନ୍ତ୍ର ଟିମ ସ୍ପେସାଲ କ୍ଳାସ ଠିକାଦର ସୁରେନ୍ଦ୍ର ଭୂୟାଁ ନୂଆପଡ଼ାଠା ରାଇସ ମିଲ ନିକଟରେ ଥିବା ସୂଚନା ପାଇ ଚଢାଇ କରିଥିଲେ। ଏହି ସମୟରେ ସୁରେନ୍ଦ୍ର ଭୂୟାଁ ବିଲ ବାଟ ଦେଇ ଦୈ।ଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ପୁଲିସକୁ ଗିରଫ କରିଥିବା ଜଣାପଡ଼ିଛି।

The mini pill should be taken on a daily basis, at the same time each day. cialis tadalafil The tablet should be swallowed whole.

Leave A Reply