କଳାହାଣ୍ଡିରେ ଯୋଗ ଦେଲେ ନୂତନ ଜିଲାପାଳ

0

ଭବାନୀପାଟଣା: କଳାହାଣ୍ଡି ଜିଲାରେ ନୂତନ ଜିଲାପାଳ ଯୋଗ ଦେଇଛନ୍ତି। ଡାକ୍ତର ଗାଭିଲ ପରାଗ ବୁଧବାର ଦିନ ୧୧ଟା ସମୟରେ ଜିଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।  ସେ କଳାହାଣ୍ଡି ଜିଲାର ୬୪ତମ ଜିଲାପାଳ ଅଟନ୍ତି।

Leave A Reply