ନିଜକୁ ସିନେମା ନିର୍ଦେଶକ ବୋଲି ପରିଚୟ ଦେଇ ଯୁବତୀମାନଙ୍କ ଠାରୁ ୨୫ ଲକ୍ଷ ଠକି ନେଲା ଠକ

0

ନୂଆଦିଲ୍ଲୀ:  ଦିଲ୍ଲୀରେ ଜଣେ ଠକ  ଅନେକ ଯୁବତୀଙ୍କୁ ନିଜକୁ   କଳାକାର ଚୟନ ନିର୍ଦେଶକ ବୋଲି ପରିଚୟ ଦେଇ  ୨୫ ଲକ୍ଷ ଟଙ୍କା  ଠକି ନେଇଥିବା ଘଟଣା ସାମ୍ନାକୁ ଆସିଛି । ଅଭିନୟ ଜଗରେ ପ୍ରବେଶ କିରିବା ପାଇଁ ଇଚ୍ଛୁକ ଯୁବତୀମାନଙ୍କୁ ବିଭିନ୍ନ ଫଟୋସୁଟ୍‌ , ମଡେଲିଂ ଓ ଚଳଚ୍ଚିତ୍ରରେ  କାମ କରିବାର ଲୋଭ ଦେଖାଇ ବୀରାଜ ରୟ ନାମକ ଠକ ଜଣଙ୍କ ବିଭିନ୍ନ ସମୟରେ  ସେମାନଙ୍କ  ଠାରୁ ପ୍ରାୟ ୨୫ ଲକ୍ଷ ଟଙ୍କା ଠକି ନେଇଥିଲା ।

୧୫ରୁ ଅଧିକ ଯୁବତୀଙ୍କ ଠାରୁ ବୀରାଜ ୨୫ ଲକ୍ଷ ଟଙ୍କା ଠକି ନେଇଥିଲା । ଗିରଫ ହେବାପରେ ସେ ଏକ ଚଳଚ୍ଚିତ୍ରରୁ ଏପିର ଠକିବାର କଳା ଶିକ୍ଷା ଲାଭ କରିଥିବା କହିଛି ।

Leave A Reply