ଆଜି କ୍ୟାବିନେଟ

0

ଭୁବନେଶ୍ୱର  : ଗୁରୁବାର ଅପରାହ୍ଣ ୫.୪୫ରେ କ୍ୟାବିନେଟ ବୈଠକ ବସିବ। ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ବିଭାଗର ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି। କ୍ୟାବିନେଟରେ ଆଲୋଚନା ପାଇଁ ରାଜସ୍ୱ, କୃଷି, ଅର୍ଥ, ସାଧାରଣ ପ୍ରଶାସନ, ସ୍ୱାସ୍ଥ୍ୟ, ସଂସଦୀୟ ବ୍ୟାପାର ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପ୍ରସ୍ତାବ ରହିଛି।

Leave A Reply