ମତଗଣନା ଫଳାଫଳ ବିଜେପିର କ୍ଷତି , କଂଗ୍ରେସର ଲାଭ

0

ନୂଆଦିଲ୍ଲୀ .- ୫ ଟି ରାଜ୍ୟର ବିଧାନ ସଭା ନିର୍ବାଚନ ପରେ ମଙ୍ଗଳବାରରେ ମତଗଣନା କରାଯାଇଥିଲା । ଦେଶର ହିନ୍ଦୀ ଭାଷା ଭାଷୀ ଅଞ୍ଚଳରେ  ମତଗଣନା ଫଳା ଫଳରେ ବିଜେପିର କ୍ଷତି , କଂଗ୍ରେସର ଲାଭ ହେଉଥିବା ଦେଖିବାକୁ ମିଳିଛି । ଛତିଶଗଡରେ କଂଗ୍ରେସ  ବିପୁଳ ବିଜୟ ହାସଲ କରିଛି । ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସ  ଆଗାୁଆ ରହିଛି । ତେଲେଙ୍ଗାନାରେ ଟିଆର୍‌ଏସ୍‌ ଓ ମିଜୋରାମରେ ଏମ୍‌ଏନ୍‌ଏଫ୍‌ ବିପୁଳ ବିଜୟ ହାସଲ କରିଛନ୍ତି ।

ରାଜ୍ୟ                               ବିଜେପି                 କଂଗ୍ରେସ                     ଅନ୍ୟ

   ମଧ୍ୟପ୍ରଦେଶ ୧୦୩ ୧୧୭ ୧୦
   ରାଜସ୍ଥାନ ୭୦ ୧୦୪ ୨୫
ଛତିଶଗଡ଼ ୧୮ ୬୩
ତେଲେଙ୍ଗାନା ୨୦( ୧୧(ଅନ୍ୟ ) ଟିଆର୍‌ଏସ୍

୮୭

ମିଜୋରାମ ୮(ଅନ୍ୟ ) ଏମ୍‌ଏନ୍‌ଏଫ୍

୨୬

Leave A Reply