ବିଜେଡିର ଜନସମ୍ପର୍କ ପଦଯାତ୍ରା

0

କୋଟଗଡ : କୋଟଗଡରେ ବିଜେଡି ଦଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏହି ପଦଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ବାହାରି କୋଟଗଡ ବଜାର ପରିକ୍ରମା କରିଥିଲା ଏବଂ ବଜାର ଠାରେ ଏକ ସଭାର ଆୟୋଜନ କରିଥିଲେ। ଏହି ପଦଯାତ୍ରାରେ କନ୍ଧମାଳ ଜିଲା ପର୍ୟ୍ୟବେଖ୍ୟକ ପ୍ରମୋଦ ପଣ୍ଡା, ଜିଲା ସଭାପତି ସରୋଜ କର୍ଣ୍ଣ, ବାଲିଗୁଡା ବିଧାୟକ ରାଜୀବ ପାତ୍ର, କର୍ମୀ ଶୋଭାଯାତ୍ରାରେ ବାହାରିଥିଲେ। ଏହି ସଭାରେ କେନ୍ଦ୍ର ସରକାର ଏବଂ କଂଗ୍ରେସ ଉପରେ ନେତାମାନେ ଖୁବ ବର୍ଷିଥିଲେ। ରାଜ୍ୟ ସରକାରଙ୍କ ଯୋଜନାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଏହି ପଦଯାତ୍ରାର ଲକ୍ଷ୍ୟ ବୋଲି ନେତା କହିଥିଲେ।

Leave A Reply