ଆସନ୍ତାକାଲି ଭବାନୀପାଟଣାରେ ବିଶାଳ ସମାବେଶକୁ ଉଦବୋଧନ ଦେବେ ରାହୁଲ

0

ଭବାନୀପାଟଣା : ଆସନ୍ତାକାଲି ବୁଧବାର ଦିବା ୧୧ ଘଣ୍ଟା ସମୟରେ ଅଖିଳ ଭାରତୀୟ କଂଗ୍ରେସ କମିଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭବାନୀପାଟଣାର ଏକ ବିଶାଳ ସମାବେଶକୁ ଉଦବୋଧନ ଦେବେ । ସେଥିପାଇଁ ସଭାସ୍ଥଳକୁ ମଙ୍ଗଳବାର ଏସ୍ ପିଜି ଟିମ୍ ନିଜ ଅଧୀନକୁ ନେଇ ସାରିଛନ୍ତି । ତାଙ୍କ ସହିତ ଛତିଶଗଡ଼ ମୂଖ୍ୟମନ୍ତ୍ରୀ, ପିସିସଭାପତି ନିରଞନ ପଟ୍ଟନାୟକ, ପିସିସି ପ୍ରଚାରକମିଟ ଅଧ୍ୟକ୍ଷ ଭକ୍ତ ଦାସ, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ପ୍ରମ୍ମୁଖ ଯୋଗଦେବେ । ଏହି ସଭାରେ କଳାହାଣ୍ଡି ସମେତ ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାର ସମସ୍ତ ଜିଲ୍ଲାର କଂଗ୍ରେସ ନେତ, କର୍ମୀ, ସମର୍ଥକ ଓ ଲକ୍ଷାଧିକ ଲୋକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply