ଭିଜିଲାନ୍ସ ଜାଲରେ ବିଦ୍ୟୁତ ଅଧିକାରୀ

0

ଭବାନୀପାଟଣା : କଳାହାଣ୍ଡି ଜିଲା ଭବାନୀପାଟଣା ବିଦ୍ୟୁତ ବିଭାଗ ସେକସନ-୧ର କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡିଛନ୍ତି। ମିଳିଥିବା ସୂଚନା ଅନୁସାରେ କନିଷ୍ଠଯନ୍ତ୍ରୀ ଧୃବଚରଣ ସାହୁ ଭବାନୀପାଟଣା ସହରସ୍ଥିତ ମଦନମୋହନ ପଡାର ଜୈନିକ ବ୍ୟକ୍ତିଙ୍କ ବଳକା ବିଦ୍ୟୁତ ବିଲକୁ କମାଇବା ପାଇଁ ୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ପୁଲିସ ଉକ୍ତ କର୍ମଚାରୀଙ୍କୁ ଧରିବାପରେ ଗିରଫ କରିଛି।

Leave A Reply