କ୍ୟାବିନେଟ ବୈଠକ ସ୍ଥଗିତ

0

ଭୁବନେଶ୍ୱର : ସୋମବାର ସନ୍ଧ୍ୟାରେ ବସିବାକୁ ଥିବା କ୍ୟାବିନେଟ ବୈଠକ ସ୍ଥଗିତ ରହିଛି। କେତେକ ଅନିବାର୍ଯ୍ୟ କାରଣରୁ ଆଜିର ବୈଠକ ବାତିଲ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

Leave A Reply