ହରିଣ ଛାଲ ଉଦ୍ଧାର

0

ବାଙ୍କୀ: ଚନ୍ଦକା-ଡମପଡା ଅଭୟାରଣ୍ୟ ନିକଟବର୍ତ୍ତୀ ଭଗିପୁର ସେକ୍ସନ ଅଧିନରେ ଥିବା ଭଗିପୁର ଜଙ୍ଗଲରେ ଏକ ପରିତ୍ୟକ୍ତ ହରିଣ ଛାଲ ପଡିଥିବାର ଖବର ପାଇ ବନବିଭାଗ ଜଙ୍ଗଲରୁ ଛାଲକୁ ଉଦ୍ଧାର କରିଛି। ଅଂଚଳରେ ହରିଣ ଛାଲ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି। କୈାଣସି ଶିକାରୀ ହରିଣ ଶିକାର କରି ଛାଲକୁ ପକାଇଦେଇ ଚାଲି ଯାଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ଡମପଡା ବନବିଭାଗ ଛାଲ ପାଇ ତାର ତଦନ୍ତ କରିଥିଲେ ମଧ୍ୟ କିଛି ସୁରାଗ ପାଇ ନଥିଲା। ଫରେଷ୍ଟର ପ୍ରମୋଦ ରାଉତ ଛାଲଟିକୁ ଉଦ୍ଧାର କରିଥିବା ଜଣାପଡିଛି। ଏ ସମ୍ପର୍କରେ ଡମପଡା ରେଞ୍ଜରଙ୍କ ସହ ଯୋଗାଯୋଗ କରିବାରୁ ପରିତ୍ୟକ୍ତ ଛାଲ ଟିକୁ ପୋତି ଦିଆଯାଇଛି ଏବଂ ଜଙ୍ଗଲ ପାଟ୍ରୋଲିଂକୁ କଡାକଡି କରାଯିବା ସମ୍ପର୍କରେ ସୂଚନା ଦେଇଛନ୍ତି।

Disaient faire attention la prescription de votre médecin et si vous avez pas troubles de la fonction. Effets médicament environ demi, ou une heure avant le contact. Youre speaking about as opposed to viagra and levitra, which should be long enough for you to complete. www.cialispascherfr24.com Respect your use site may be reproduced in without.

Leave A Reply