ବଣେଇରେ ସଡକ ଦୁର୍ଘଟଣା : ବାଇକଚାଳକ ମୃତ

0

ବଣେଇ : ବଣେଇ ଉପଖଣ୍ଡ ଲହୁଣିପଡା ଥାନା ଅନ୍ତର୍ଗତ କଲେଇପୋଷ ଲଲେଇ ଛକ ନିକଟରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଛି। ଏକ ୧୨ଚକିଆ ଲୁହା ବୋଝେଇ ଟ୍ରକ ଏକ ବାଇକକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଅଜଣା ବାଇକଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଉତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଥିଲା। ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମୃତକର ପରିଚୟ ସନ୍ଧାନ କରିଛନ୍ତି।

Leave A Reply