ବଜ୍ରାଘାତରେ ଜଣେ ମହିଳା ଓ ୫ଗାଈ ମୃତ

0

ବଣେଇ : ସୁନ୍ଦରଗଡ ଜିଲ୍ଲା କୋରଡା ଥାନା ଅନ୍ତର୍ଗତ ପାନପୋଷିଆ ଗ୍ରାମରେ ବଜ୍ରାଘାତରେ ଜଣେ ମହିଳା ସମେତ ୫ଟି ଗାଈଙ୍କର ମୃତ୍ୟୁ ଘଟିଛି। ସୂଚାମୁତାବକ ପାନପୋଷିଆ ଗ୍ରାମର ଜାନକୀ ମୁଣ୍ଡା ନାମକ ଜଣେ ମହିଳା ଆଜି ଅପରାହ୍ନରେ ଗାଈ ଚରାଉଥିବା ସମୟରେ ବଜ୍ରାଘାତ ହୋଇଥିଲା। ଏହି ବଜ୍ରାଘାତରେ ମହିଳାଙ୍କ ସମେତ ୫ଟି ଗାଈ ମୃତ୍ୟୁବରଣ କରିଛନ୍ତି।

 

Leave A Reply