ବିଜେପିର ରାଷ୍ଟ୍ରୀୟ ଉପସଭାପତି ହେଲେ ବୈଜୟନ୍ତ ପଣ୍ଡା

0

ନୂଆଦିଲ୍ଲୀ: ବିଜେପିରେ ବୈଜୟନ୍ତ ପଣ୍ଡାଙ୍କୁ ଏକ ବଡ ଦାୟିତ୍ବ ମିଳିଛି । ଗତ ୪ ତାରିଖରେ ବିଜେପି​‌ରେ ଯୋଗ ଦେଇଥିବା ବୈଜୟନ୍ତ ପଣ୍ଡାଙ୍କୁ ବିଜେପିର ରାଷ୍ଟ୍ରୀୟ ଉପସଭାପତି ପଦ ମିଳିଛି । ଏହା ସହ ରାଷ୍ଟୀୟ ମୁଖପାତ୍ର ଭାବେ ବୈଜୟନ୍ତଙ୍କୁ ନିଯୁକ୍ତ କରାଯାଇଛି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବୈଜୟନ୍ତ ପଣ୍ଡାଙ୍କୁ ଏହି ଦୁଇଟି ପଦରେ ନିଯୁକ୍ତ ଦେଇଛନ୍ତି ।

Leave A Reply