ଆଠମଲ୍ଲିକରେ ୧୨ ଘଣ୍ଟିଆ ବନ୍ଦ ଡାକରା

0

ଅନୁଗୁଳ: ଆଠମଲ୍ଲିକରେ ସୋମବାର ଦିନ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଆଠମଲ୍ଲିକ ବିକାଶ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଅଇଡ଼ା ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟକୁ ଅନ୍ୟତ୍ର ବନମାଳୀପୁରକୁ ସ୍ଥାନାନ୍ତରଣ ବିରୋଧ କରିବା ସହ ପ୍ରତିବାଦ କରି ଆଠମଲ୍ଲିକ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରା ଫଳରେ ସାଧାରଣ ଜୀବନଯାତ୍ରା ଏକ ପ୍ରକାର ବନ୍ଦ ହୋଇଯାଇଛି। ଏହା ସହ ବସ ଚଳାଚଳ ଓ ଦୋକାନବଜାର ମଧ୍ୟ ବନ୍ଦ ରହିଛି।

Leave A Reply