ପୁଣି ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ , ଦେଖନ୍ତୁ ଭିଡିଓ

0

କଟକ: ଉତ୍କଳ ଭାରତ ସଭାପତି ଖାରବେଳ ସ୍ବାଇଁଙ୍କୁ ପୁଣି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ରାୟଗଡା ଜିଲା କାଶୀପୁରର ଏକ ସଭାମଞ୍ଚରେ କିଛି ଯୁବକ ତାଙ୍କ ଉପରେ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି । ଏଠାକୁ କାହିଁକି ଆସିଛ ବୋଲି ପଚାରି କିଛି ଯୁବକ ଖାଳବେଳ ମୁହଁକୁ ଆକ୍ରମଣ କରିଥିଲେ । ଖାରବେଳ ସ୍ବାଇଁ ଆକ୍ରମଣ ସମୟର ଭିଡିଓ ନିଜ ଫେସବୁକ୍ ପେଜରେ ସେୟାର କରିଛନ୍ତି । ପୂର୍ବରୁ ମଧ୍ୟ ଆଳିରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା । ସେତେବେଳେ ବିଜେଡି କର୍ମୀ ଆକ୍ରମଣ କରିଥିବା ନେଇ ଅଭିଯୋଗ କରିଥିଲେ ।

Leave A Reply