ଅଭାବି ଧାନ ବିକ୍ରି ନେଇ କଂଗ୍ରେସ ପକ୍ଷରୁ ମୁଲତବୀ ନୋଟିସ

0

ଭୁବନେଶ୍ବର : ବଜେଟ ଅଧିବେଶନର ୨ୟ ଦିନରେ ମଙ୍ଗଳବାର କଂଗ୍ରେସ ପକ୍ଷରୁ ଏକ ମୁଲତବୀ ନୋଟିସ ଜାରି କରାଯାଇଛି । ଅଭାବି ଧାନ ବିକ୍ରି ନେଇ କଂଗ୍ରେସ ପକ୍ଷରୁ ଏହି ମୁଲତବୀ ନୋଟିସ ଆଗତ କରାଯାଇଛି । ବାଚସ୍ପତି ଏହାକୁ ଗ୍ରହଣ କରିଛନ୍ତି।

ଅନ୍ୟ ପକ୍ଷରେ ପୂର୍ବତନ ମନ୍ତ୍ରୀ ହରିହର କରଣଙ୍କ ବିୟୋଗରେ ଗୃହରେ ଶୋକ ପ୍ରସ୍ତାବ ଆଗତ କରାଯିବା​ ସହିତ ନୀରବ ପ୍ରାର୍ଥନା କରାଯାଇଥିଲା।

Leave A Reply