ଏସୀୟ କ୍ରୀଡ଼ାରେ ଆଜି (ଶୁକ୍ରବାର) ଭାରତ

0

ତୀରନ୍ଦାଜୀ: ମିକ୍ସଡ ରିକର୍ଭ କ୍ୱାର୍ଟରଫାଇନାଲ- ଅତନୁ ଦାସ/ଦୀପିକା କୁମାରୀ; ସକାଳ ୭.୫୫। କମ୍ପାଉଣ୍ଡ ମିକ୍ସଡ୍‍ କ୍ୱାର୍ଟରଫାଇନାଲ- ଅଭିଷେକ ବର୍ମା/ସୁରେଖା ଭେନମ୍‍; ସକାଳ ୯.୩୫।
ଜିମ୍‍ନାଷ୍ଟିକ୍‍ସ: ବାଲାନ୍‍ସ ବିମ୍‍ ଫାଇନାଲ- ଦୀପା କର୍ମକାର; ଅପରାହ୍‍ଣ ୩/୦୮।
ବ୍ୟାଡ୍‍ମିଣ୍ଟନ: ପୁରୁଷ ସିଙ୍ଗଲ୍‍ସ: କେ. ଶ୍ରୀକାନ୍ତ ଓ ଏଚ୍‍.ଏସ୍‍. ପ୍ରଣୟ; ପୂର୍ବାହ୍ନ ୧୧ଟାରୁ। ମହିଳା ଡବଲ୍‍ସ: ଅଶ୍ୱିନୀ ପୋନପ୍ପା/ସିକ୍କି ରେଡ୍‍ଡୀ- ପୂର୍ବାହ୍ନା ୧୧ଟା।
ବକ୍ସିଂ: ପୁରୁଷ ୫୨ କେଜି: ଗୌରବ ସୋଲାଙ୍କି, ପୁରୁଷ ୬୦ କେଜି- ଶିବ ଥାପ୍ପା; ପୁରୁଷ ୬୯ କେଜି- ମନୋଜ କୁମାର; ମହିଳା ୫୧ କେଜି- ସରଜୁବାଳା ଦେବୀ- ୧୨.୩୦ରୁ।
ଫେନ୍‍ସିଂ: ମହିଳା ଦଳଗତ ଏପି- ଟି. କବିତା ଦେବୀ, ଏନା ଅରୋରା, ଯଶ ସିରତ ସିଂହ, ଜ୍ୟୋତିଆ ଦତ୍ତ- ସକାଳ ୭.୩୦ରୁ।
ଗଲ୍‍ଫ: ପୁରୁଷ ଓ ମହିଳା ୨ୟ ରାଉଣ୍ଡ; ଭୋର୍‍ ୪.୩୦ରୁ।
ହ୍ୟାଣ୍ଡ୍‍ବଲ: (ପୁରୁଷ) ଭାରତ-ପାକିସ୍ତାନ; ସକାଳ ୯.୩୦।
ହକି: (ପୁରୁଷ) ଭାରତ-ଜାପାନ; ସନ୍ଧ୍ୟା ୬.୩୦।
କବାଡ଼ି: (ମହିଳା) ଫାଇନାଲ- ଭାରତ-ଇରାନ୍‍; ଅପରାହ୍‍ଣ ୨ଟା।
ରୋଇଂ: (ପୁରୁଷ ଓ ମହିଳା) ସକାଳ ୭.୩୦ରୁ।
ସୁଟିଂ: ପୁରୁଷ ୩୦୦ ମି. ଷ୍ଟାଣ୍ଡାର୍ଡ ରାଇଫଲ- ହରଜିନ୍ଦର ସିଂହ ଓ ଅମିତ କୁମାର- ସକାଳ ୭.୩୦। ପୁରୁଷ ୨୫ମି. ର‍୍ୟାପିଡ୍‍ ଫାୟର ପିସ୍ତଲ- ଶିବମ୍‍ ଶୁକ୍ଳା ଓ ଅନିସ ଭାନ୍‍ୱାଲା- ସକାଳ ୭.୩୦। ମହିଳା ୧୦ମି. ଏୟାର ପିସ୍ତଲ- ହିନା ସିଧୁ ଓ ମାନୁ ଭାକେର- ସକାଳ ୭.୩୦।
ସ୍କ୍ୱାଶ୍‍: ପୁରୁଷ ସିଙ୍ଗଲ୍‍ସ- ହରିନ୍ଦର ପାଲ ସିଂହ ସାନ୍ଧୁ ଓ ସୌରଭ ଘୋଷାଲ; ମହିଳା ସିଙ୍ଗଲ୍‍ସ- ଦୀପିକା ପାଲ୍ଲିକଲ ଓ ଜ୍ୟୋତ୍ସ୍ନା ଚିନ୍ନପ୍ପା- ଅପରାହ୍ଣ ୨.୩୦।
ସନ୍ତରଣ: ସନ୍ଦୀପ ସେଜାୱଲ, ପୁରୁଷ ୪ ଗୁଣା ୧୦୦ମି. ମେଡ୍‍ଲେ ଓ ଅଦ୍ୱୈତ ପାଗେ- ସକାଳ ୭.୩୦ରୁ।
ଟେନିସ୍‍: ପ୍ରାଜ୍ଞେଶ ଗୁଣେଶ୍ୱରନ୍‍ (ପୁରୁଷ ସିଙ୍ଗଲ୍‍ସ ସେମିଫାଇନାଲ)- ସକାଳ ୮.୩୦। ପୁରୁଷ ଡବଲ୍‍ସ ସ୍ୱର୍ଣ୍ଣପଦକ ମ୍ୟାଚ୍‍: ରୋହଣ ବୋପନ୍ନା/ଦିବିଜ ଶରଣ।
ଭାରୋତ୍ତୋଳନ: ମହିଳା ୬୩ କେଜି- ରାଖୀ ହାଲ୍‍ଦାର; ୧୨.୩୦।

 

Leave A Reply