ଏସୀୟ କ୍ରୀଡ଼ାରେ ଆଜି (ବୁଧବାର) ଭାରତ

0

ଦୌଡ଼କୁଦ: ମହିଳା ୨୦୦ ମିଟର ଫାଇନାଲ- ଦୂତି ଚାନ୍ଦ: ସନ୍ଧ୍ୟା ୫.୨୦; ପୁରୁଷ ୨୦ କି.ମି. ଚାଲି- ଇର୍ଫାନ୍‍ ଥୋଡ଼ି, ମନୀଷ ସିଂହ ରାୱତ: ସକାଳ ୪.୩୦। ମହିଳା ୨୦ କି.ମି. ଚାଲି- ସୌମ୍ୟା ବେବି, ଖୁସବୀର କୌର: ସକାଳ ୪.୪୦; ପୁରୁଷ ଟ୍ରିପ୍‍ଲ ଜମ୍ପ୍‍ ଫାଇନାଲ- ରାକେଶ ବାବୁ ଭିଟିଲ ଓ ଅର୍ପିନ୍ଦର ସିଂହ: ଅପରାହ୍‍ଣ ୪.୪୫; ପୁରୁଷ ୧୫୦୦ମି. ଯୋଗ୍ୟତା ରାଉଣ୍ଡ-ମନଜିତ ସିଂହ ଓ ଜିନ୍‍ସନ ଜନ୍‍ସନ; ସନ୍ଧ୍ୟା ୬ଟା; ପୁରୁଷ ୪ ଗୁଣା ୪୦୦ ରିଲେ ଯୋଗ୍ୟତା ରାଉଣ୍ଡ: ସନ୍ଧ୍ୟା ୬.୪୫।
ବକ୍ସିଂ: ପୁରୁଷ ୪୯ କେଜି କ୍ୱାର୍ଟରଫାଇନାଲ- ଅମିତ (ଅପରାହ୍‍ଣ ୧୨.୧୫); ପୁରୁଷ ୬୪ କେଜି କ୍ୱାର୍ଟରଫାଇନାଲ- ଧୀରଜ (ସନ୍ଧ୍ୟା ୫.୧୫); ପୁରୁଷ ୭୫ କେଜି କ୍ୱାର୍ଟରଫାଇନାଲ- ବିକାଶ କୃଷ୍ଣନ୍‍ (ଅପରାହ୍‍ଣ ୧.୪୫); ମହିଳା ୫୧ କେଜି କ୍ୱାର୍ଟରଫାଇନାଲ- ସରଜୁବାଳା ଦେବୀ (ଅପରାହ୍‍ଣ ୨.୧୫)।
ହକି: (ମହିଳା ସେମିଫାଇନାଲ) ଭାରତ-ଚୀନ (ସନ୍ଧ୍ୟା ୬.୩୦)। ଟେବୁଲ ଟେନିସ: ମିକ୍ସଡ୍‍ ଡବଲ୍‍ସ- ସକାଳ ୮.୩୦ରୁ।

Leave A Reply