ହତ୍ୟା ମାମଲାରେ ୩ ଜଣ ଗିରଫ

0

କଟକ : ଚୌଦ୍ୱାର ପୁଲିସ ଏକ ହତ୍ୟା ମାମଲାରେ ୩ ଜଣଙ୍କୁ ଗିରଫ କରିଛି। କଟକ ଚୌଦ୍ୱାର ଅଞ୍ଚଳରେ ଜମି ବିବାଦରୁ ଜଣଙ୍କ ହତ୍ୟା ଘଟଣାରେ ୩ ଜଣ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ବାଡ଼ି, ବନ୍ଧୁକ ଓ ବାଇକ ମଧ୍ୟ ଜବତ କରିଥିବା ସୂଚନା ମିଳିଛି।

Leave A Reply