ସୁସ୍ଥ ହେଲେ ଆଉ ୯୦ କରୋନା ଆକ୍ରାନ୍ତ : ଆରୋଗ୍ୟ ସଂଖ୍ୟା ୩ ଲକ୍ଷ ୩୪ ହଜାର ୩୩୩କୁ ବୃଦ୍ଧି

0

ଭୁବନେଶ୍ବର : ବୁଧବାର ରାଜ୍ୟରୁ ଆଉ ୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୩୩୩କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୨୭, ବରଗଡ଼ରୁ ୧୦, ପୁରୀରୁ ୯, ଅନୁଗୋଳରୁ ୮, କେନ୍ଦୁଝରରୁ ୭, ରାୟଗଡାରୁ ୫, ବଲାଙ୍ଗୀର ଓ ସମ୍ବଲପୁରରୁ ୪ ଜଣ ଲେଖାଁଏ, ବାଲେଶ୍ବରରୁ ୩, ଖୋର୍ଦ୍ଧା, ମୟୂରଭଞ୍ଜ ଓ ନୂଆପଡାରୁ ୨ ଜଣ ଲେଖାଁଏ କାରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ବୌଦ୍ଧ, କଟକ, ଦେବଗଡ଼, ଝାରସୁଗୁଡା, କଳାହାଣ୍ଡି, ମାଲକାନଗିରି ଓ ଷ୍ଟେଟ୍ ପୁଲରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୩୩୩କୁ ବୃଦ୍ଧି ପାଇଛି ।

There may be other trade names not listed here. cialis pill Do not take Viagra if you: Have heart or blood vessel problems that make sexual intercourse inadvisable; Have suffered a heart attack or stroke in the last 6 months; Have severe liver problems; Have blood pressure that is unusually high or low or is not effectively treated; Have loss of vision in one or both eyes from an eye disease called non-arteritic anterior ischaemic optic neuropathy NAION ; Have an eye disease called retinitis pigmentosa.

Leave A Reply