ଅଗ୍ନି-୧ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

0

ଭୁବନେଶ୍ୱର/କଟକ . –  ଧାମରାରେ ନିକଟସ୍ଥ ଅବଦୁଲ କାଲାମ ଦ୍ୱୀପରୁ ଅଗ୍ନି-୧ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି ।   ମଙ୍ଗଳବାର ରାତି ୮ଟାରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା । ସମ୍ପୂର୍ଣ୍ଣ ସ୍ୱେଦେଶୀ ଜ୍ଞାନ କୌଶଳରେ ଏହି କ୍ଷେପଣାସ୍ତ୍ରକୁ ନିର୍ମାଣ କରାଯାଇଛି ।  ଏହା ୭୦୦ରୁ ୯୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବ । ଏକ ହଜାର କିଲୋଗ୍ରାମର ପରମାଣୁ ଅସ୍ତ୍ର ସହ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ବହନ କରି ପାରିବ ।

Leave A Reply