ବିଜେପିରେ ମିଶିଲେ ବଲିଉଡ ଅଭିନେତ୍ରୀ ଇଶା କୋପିକର

0

ମୁମ୍ବଇ : ବଲିଉଡ ଅଭିନେତ୍ରୀ ଇଶା କୋପିକର ରବିବାର ବିଜେପିରେ ଯୋଗଦେଇଛନ୍ତି। ମୁମ୍ବଇରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଉପସ୍ଥିତିରେ କୋପିକର ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କୁ ବିଜେପିର ମହିଳା ପରିବହନ ଶାଖାର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। କୋପିକର ୨୦୦୨ରେ ରାମ ଗୋପାଳ ବର୍ମାଙ୍କ ଚଳଚ୍ଚିତ୍ର ‘କମ୍ପାନୀ’ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ବଲିଉଡ ସହିତ କନ୍ନଡ, ତାମଲ ଓ ତେଲୁଗୁ ଚଳଚ୍ଚିତ୍ରରେ ସେ ଅନେକ ଅଭିନୟ କରିଛନ୍ତି।

Leave A Reply