ସଡ଼କ ଦୁର୍ଘଟଣାରେ ମାଟ୍ରିକ ଛାତ୍ର ଆହତ

0

କାମାକ୍ଷାନଗର : ବାରିହାପୁର ଜାତୀୟ ରାଜପଥ ୫୩ ନିକଟରେ ସଡ଼କ ଦୁର୍ଘଟଣାରେ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ଜଣେ ଛାତ୍ର ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଟ୍ରକ ଧକ୍କା ଦେବା ଫଳରେ ବାଇକରେ ଯାଉଥିବା ମାଟ୍ରିକ ଛାତ୍ର ସମେତ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ମୁକ୍ତାପଶି ହାଇସ୍କୁଲର ଛାତ୍ର ପରୀକ୍ଷା ଦେବା ପାଇଁ କଙ୍କଡ଼ାସୋଡ଼ା ଯାଉଥିଲେ।

Leave A Reply