ଆମ୍ବୁଲାନ୍ସ ଓଲଟି ଜଣେ ଆହତ

0

ଖୁଣ୍ଟା –  ଖୁଣ୍ଟାରୁ ଉଦଳା ଯାଉଥିବା ୧୦୮ ଆମ୍ବୁଲାନ୍ସ ୧୯ ନମ୍ବର ରାଜପଥ ପଥରା ଛକ ନିକଟରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶୁକ୍ରବାର ସକାଳ ସମୟରେ ଏହା ଘଟିଛି। ଉକ୍ତ ଆମ୍ବୁଲାନ୍ସ ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥାଏ। ଏହି ଦୁର୍ଘଟଣାରେ ଫାର୍ମାସିଷ୍ଟ ସତ୍ୟବାନ ଗିରି ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ଅନ୍ୟ ଏକ ଆମ୍ବୁଲାନ୍ସରେ ଖୁଣ୍ଟା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ରୋଗୀକୁ ଆଣିବାକୁ ଆମ୍ବୁଲାନ୍ସଟି ଯାଉଥିଲା।

Leave A Reply