କାରଖାନାର କାନ୍ଥ ଭୁଶୁଡି ୩ ଶ୍ରମିକ ଗୁରୁତର

0

ଭୁବନେଶ୍ୱର: କାନ୍ଥ ଭୁଶୁଡ଼ି ପଡି ୩ ଜଣ ଶ୍ରମିକ ଗୁରୁତର ହୋଇଥିବା ଜଣାପଡିଛି। ବରମୁଣ୍ଡା ପାଇକନଗରରେ ଏକ ବିସ୍କୁଟ କାରଖାନାରେ ଏହି ଅଘଟଣ ଘଟିଛି । ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଭଗ୍ନବିଶେଷ କାନ୍ଥ ତଳୁ ୩ ଜଣ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply