ପରାଜୟ ଭୟ; ଇଭିଏମକୁ ନେଇ ପ୍ରଶ୍ନ ଉଠାଇଲେ ଉର୍ମିଳା

ନୂଆଦିଲ୍ଲୀ : ମୁମ୍ବଇ ଉତ୍ତର ଲୋକସଭା ଆସନରୁ ବହୁ ପଛରେ ରହିବା ପରେ ବଲିଉଡ ଅଭିନେତ୍ରୀ ତଥା କଂଗ୍ରେସ ପ୍ରାର୍ଥୀ ଉର୍ମିଳା ମାତେଣ୍ଡକର ଇଭିଏମକୁ ଦୋଷ ଦେଇଛନ୍ତି। ସେ କେବଳ ଇଭିଏମ ପାଇଁ ପରାଜିତ ହେବେ ବୋଲି ଆଶଂକା ବ୍ୟକ୍ତ କରିଛନ୍ତି। ଉର୍ମିଳା ଟ୍ୟୁଟ୍‍ କରି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଗୋପାଳ ସେଠୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମଗାଥାଣେର ଇଭିଏମ ୧୭ସି ଫର୍ମ ହସ୍ତାକ୍ଷର ଏବଂ ମେସିନ ନମ୍ବରରେ ଅଲଗା ଥିବା ନେଇ ସେ ନିର୍ବାଚନ ଆୟୋଗଙ୍କୁ ଅଭିଯୋଗ କରିଛନ୍ତି।

Comments are closed.