Home Tags Women-t-20-world-cup

Tag: women-t-20-world-cup

ପ୍ରଭିଡେନ୍‍ସ : ଚଳିତ ମହିଳା ଟ୍ୱେଣ୍ଟି-୨୦ ବିଶ୍ୱକପରେ ଭାରତ ତା’ର ୪ଟି ଯାକ ଲିଗ୍‍ ମ୍ୟାଚ୍‍ ଜିତିବାର ଗୌରବ ହାସଲ କରିଛି।  ପୂର୍ବରୁ ସେମିଫାଇନାଲରେ ପହଞ୍ଚି ସାରିଥିବା ଭାରତ ଶନିବାର ଗ୍ରୁପ୍‍ ‘ବି’ର ୪ର୍ଥ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୪୮ ରନରେ ପରାସ୍ତକରି ଗ୍ରୁପ୍‍ ଶୀର୍ଷରେ ପହଞ୍ଚିଛି। ଓପ୍‍ନର ସ୍ମୃତି ମାନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ଏହି ସହଜ ବିଜୟ ହାସଲ କରିଛି। ମାନ୍ଧାନାଙ୍କ ଦ୍ରୁତ ୮୩ ରନ୍‍...
ଗାଏନା : ଆଇସିସି ମହିଳା ଟ୍ୱେଣ୍ଟି-୨୦ ବିଶ୍ୱକପ୍‍ର ଗ୍ରୁପ୍‍ ବି’ର ଏକ ମ୍ୟାଚରେ ଶନିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ। ଉଭୟ ଭାରତ ଓ ଅଷ୍ଟ୍ରେଲିଆ ପୂର୍ବରୁ ସେମିଫାଇନାଲରେ ପ୍ରବେଶ କରିଥିବାରୁ ଏହି ମ୍ୟାଚ୍‍ କେବଳ ଔପଚାରିକ ଭାବେ ଖେଳାଯିବ। ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ପରି ଶକ୍ତିଶାଳୀ ଦଳ ବିପକ୍ଷରେ ନିଜ ଶକ୍ତି ପରଖିବାକୁ ସୁଯୋଗ ରହିଛି। ଭାରତୀୟ ଦଳର ଅଧିନାୟିକା...
ପ୍ରୋଭିଡେନ୍‍ସ(ୱେଷ୍ଟଇଣ୍ଡିଜ) : ଅଧିନାୟିକା ହରମନପ୍ରୀତ କୌରଙ୍କ ପ୍ରଶଂସନୀୟ ଶତକ ଓ ଜେମିମା ରୋଡ୍ରିଗ୍ୱେଜ୍‍ଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଶୁକ୍ରବାର ଖେଳାଯାଇଥିବା ମହିଳା ଟ୍ୱେଣ୍ଟି୨୦ ବିଶ୍ୱକପ୍‍ର ଏକ ଗ୍ରୁପ୍‍-ବି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩୪ ରନରେ ପରାସ୍ତ କରିଛି। ଏହି ବିଜୟ ଫଳରେ ଭାରତକୁ ୨ ପଏଣ୍ଟ ମିଳିଥିବାବେଳେ ନ୍ୟୁଜିଲାଣ୍ଡ କୌଣସି ପଏଣ୍ଟ ପାଇନାହିଁ। ଆସନ୍ତା ୧୧ରେ ଭାରତ ତାହାର ଦ୍ୱିତୀୟ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ।...
ପ୍ରୋଭିଡେନ୍‍ସ : ୱେଷ୍ଟଇଣ୍ଡିଜ୍‍ରେ ଶୁକ୍ରବାରଠାରୁ ଆରମ୍ଭ ହେଉଛି ମହିଳା ଟ୍ୱେଣ୍ଟି୨୦ ବିଶ୍ୱକପ୍‍। ଏହାର ଉଦ୍‍ଘାଟନୀ ମ୍ୟାଚ୍‍ରେ ଶୁକ୍ରବାର ଶକ୍ତିଶାଳୀ ନ୍ୟୁଜିଲାଣ୍ଡର ମୁକାବିଲା କରିବ ଭାରତ। ଗ୍ରୁପ୍‍ ‘ବି’ର ଏହି ମ୍ୟାଚ୍‍ରେ କଡ଼ା ମୁକାବିଲା ହୋଇପାରେ। ଏହି ଟୁର୍ଣ୍ଣାମେଣ୍ଟ ହେଉଛି ମହିଳା ଟ୍ୱେଣ୍ଟି୨୦ ବିଶ୍ୱକପ୍‍ର ୬ଷ୍ଠ ସଂସ୍କରଣ। ଗତ ୫ଟି ସଂସ୍କରଣରେ ଅଷ୍ଟ୍ରେଲିଆ ସର୍ବାଧିକ ୩ ଥର ଚମ୍ପିଆନ୍‍ ହୋଇଥିବା ବେଳେ ଇଂଲଣ୍ଡ ସର୍ବପ୍ରଥମ ଏବଂ ୱେଷ୍ଟଇଣ୍ଡିଜ୍‍ ଗତଥର (୨୦୧୬)...

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी