Home Tags Suicide

Tag: suicide

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ମୂଷାଖୋରୀ ପଞ୍ଚାୟତ କାଶିଆ ଗ୍ରାମରେ ମଙ୍ଗଳବାର ସକାଳେ ଏକ ଗଛରୁ ଜଣେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ବୃଦ୍ଧ ଜଣକ କାଶିଆ ଗ୍ରାମର ପୁରୁଷୋତ୍ତମ ମହାନ୍ତ (୬୪) ବୋଲି ଜଣାପଡିଛି । ତେବେ କୌଣସି କାରଣରୁ ପାରିବାରିକ କଳହ ହେତୁ ମଙ୍ଗଳବାର ଭୋର ସମୟରେ ଘର ନିକଟ ଜଙ୍ଗଲରେ ଏକ ମହୁଲ ଗଛରେ ରଶି ଲଗାଇ...
ଗଜପତି : ଗଜପତି ଜିଲାର ଜଣେ ଓଡିଆ ଯବାନଙ୍କର ପଶ୍ଚିମବଙ୍ଗରେ ମୃତ୍ୟୁ ​‌ହୋଇଛି। ସେ ହେଉଛନ୍ତି ଗଜପତି ଜିଲା ମୋହନା ବ୍ଲକ ଝିଲିକ ଗ୍ରାମର ବିଏସଏଫ ଯବାନ ସାଗର ଗୌଡ। ତେବେ ସେ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି। ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ତଦନ୍ତ ପରେ ଏହା ସ୍ପଷ୍ଟ ହେବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଯେ, ସାଗର ମଙ୍ଗଳବାର ପଶ୍ଚିମବଙ୍ଗର...
ବିନିକା : ପୁଣି ଥରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ଚକଡା ପୋକ ଓ ଋଣଭାର ସୁଝି ନ ପାରି ସେ ଆତ୍ମହତ୍ୟା କରିଥିବା ଜଣାପଡିଛି। ଏପରି ଘଟଣା ସୁବର୍ଣ୍ଣପୁର ଜିଲା ଭଣ୍ଡାର ପଞ୍ଚାୟତ ଚୁଲୀମାଲ ଗ୍ରାମରେ ଘଟିଛି। ଯୁବ ଚାଷୀ ଜଣକ ଖରିଫ ଋତୁରେ ପାଞ୍ଚ ଏକର ଜମିରେ ଧାନ ଚାଷ କରିଥିଲେ। କିନ୍ତୁ ସେଥିରେ ଚକଡା ପୋକ ଲାଗିଯିବାରୁ ଫସଲ ସମ୍ପୂର୍ଣ୍ଣ ଭାବେ...
ଯାଜପୁର : ରଶି ଲଗାଇ ଜଣେ ଯୁବତୀଙ୍କ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ଏପରି ଘଟଣା ଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ ପାଣିକୋଇଲି ଗ୍ରାମରେ ଘଟିଛି। ମୃତ ଯୁବତୀ ଜଣକ ସ୍ଥାନୀୟ କଲେଜର ଯୁକ୍ତ ଦୁଇର ଛାତ୍ରୀ ଥିଲେ। ସୋମବାର ରାତିରେ ବେକରେ ରଶି ଲଗାଇ ଦେଇଥିବା ଜଣାପଡିଛି। ପରିବାର ଲୋକ ମଙ୍ଗଳବାର ସକାଳେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଯାଜପୁର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।...
ସୋର : ରେଳଧାରଣାରେ ଜଣେ ଯୁବକ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ବାଲେଶ୍ବର ଜିଲା ମାଣିତ୍ରୀ ପଞ୍ଚାୟତର ଗୋପାଳ ପଣ୍ଡା (୨୮)।  ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ଷ୍ଟେସନର ଉତ୍ତର ପଟେ ଥିବା ରେଳ ଫାଟକ ନିକଟ ରେଳଧାରଣାରେ ଗୋପାଳଙ୍କ ମୃତଦେହ ମିଳିଛି। ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ମୃତଦେହ ଠାବ କରାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ତେବେ ଗୋପାଳ ଘରୋଇ କଳହରୁ...
ବାଲେଶ୍ବର : ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ଘରୋଇ କଳହକୁ ନେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ଯୁବକଙ୍କ ହେଉଛନ୍ତି ସିମୁଳିଆ ଥାନା ଅନ୍ତର୍ଗତ ରାମ୍ପୋ ଗ୍ରାମର ପୁଣ୍ଟିଆ ସାମନ୍ତରାୟଙ୍କ ପୁଅ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଏହାସହ ତଦନ୍ତ ଆରମ୍ଭ କରିଛି।
ରାଉରକେଲା : ରଶି ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ହେଉଛନ୍ତି ଅଜୟ ସମାସି। ସେ ପାନପୋଷ ହକି ଛକ ନିକଟରେ ଥିବା ଇଣ୍ଡୋର ଷ୍ଟାଡିୟମର ପଛ ପଟେ ଯୁବକ ଜଣକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବାର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ୱର: ଶନିବାର ଅପରାହ୍ନରେ କୁଆଖାଇ ନଦୀକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସ୍ଥାନୀୟଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ନଦୀରୁ ଉଦ୍ଧାର କରିଛନ୍ତି । ହେଲେ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ନଥିବାରୁ ଉଦ୍ଧାର ଯୁବତୀଙ୍କୁ ହସ୍ପିଟାଲ ନିଆଯାଇ ପାରିନାହିଁ । ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ ।
ଖୁଣ୍ଟା : ଖୁଣ୍ଟା ବ୍ଲକ ଗଡିଗାଁର ଜଣେ ଯୁବକ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ଏକ କୂଅର ଉପରି ଭାଗର ବାଡରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଜଣକ ଡାହାଣୀବୁଡା ଗ୍ରାମର ବସନ୍ତ ହେମ୍ବମ୍ର ବୋଲି ସୂଚନା ମିଳିଛି। ତାଙ୍କ ବୟସ ୪୦ ବର୍ଷ। ସେ ଅବିବାହିତ ଥିଲେ। ତେବେ ​‌ସେ ଆତ୍ମହତ୍ୟା କରିବାର କାରଣ ଅସ୍ପଷ୍ଟ ରହିଛି। ଖୁଣ୍ଟା ଥାନା ପୁଲିସ...
ବଡ଼ସାହି: ଦୁର୍ଗାପୁର ପଞ୍ଚାୟତ ତ୍ରୀଳୋଚନପୁର ଗ୍ରାମର ବିଜୟ ସିଂଙ୍କ ପୁଅ ଲେଖୁନ(୨୪) ବିଷପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବଡ଼ସାହି ପୁଲିସ୍‍ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି। କୌଣସି କାରଣରୁ ଲେଖୁନ ଗୁରୁବାର ଘରେ ଥିବା କୀଟନାଶକ ବିଷ ପିଇ ଦେଇଥିଲେ। ଗୁରୁତର ଅସୁସ୍ଥ ଅବସ୍ଥାରେ ତାଙ୍କୁ ପରିବାର ଲୋକେ ପ୍ରଥମେ ବେତନଟୀ ପରେ ବାରିପଦା ଡ଼ାକ୍ତରଖାନାରେ ଭର୍ତ୍ତି...

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी