Home Tags Steal

Tag: steal

ନୀଳଗିରି : ନୀଳଗିରି ବ୍ଲକ ବରହମପୁର ଥାନା ନିକଟରେ ଥିବା ଯମୁନା ଛକରେ ଏକକାଳୀନ ୬ଟି ଦୋକାନରୁ ଚୋରି ହୋଇଛି। ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏହି ଚୋରି କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଚୋରମାନେ ରବୀନ୍ଦ୍ର ବିନ୍ଧାଣି, ବାବୁଲି ବେହେରା, ପୀତବାସ ବେହେରା, ପରମାନନ୍ଦ ବେହେରା, ଟୀକା ବାରିକ ଓ ନବୀନା ମହାପାତ୍ରଙ୍କ ଦୋକାନ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରିଛନ୍ତି। ବରହମପୁର ପୁଲିସ...
ବାଲେଶ୍ୱର : ବାଲେଶ୍ୱର ଜିଲା ଖଇରା ଥାନା ରପେୟା ଗ୍ରାମରେ ଶନିବାର ରାତିରେ ୫ଟି ମନ୍ଦିରରୁ ଚୋରି ହୋଇଥିବା ସିମୁଳିଆ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଶନିବାର ରାତିରେ ଦୁର୍ବୃତ୍ତମାନେ ରପେୟା ଗ୍ରାମର ୨ଟି ରାଧାକୃଷ୍ଣ ମନ୍ଦିର ଏବଂ ଶିବମନ୍ଦିର, ଚୂଆପଡ଼ା ଗ୍ରାମର ହନୁମାନ ମନ୍ଦିର ଓ ଶିବ ମନ୍ଦିରର ଠାକୁରଙ୍କର ସମସ୍ତ ସୁନା ଓ ରୂପା ଅଳଙ୍କାର ଚୋରି କରିଥିବା ଜଣାପଡ଼ିଛି। ଏହାକୁ ନେଇ ସିମୁଳିଆ ଥାନାରେ ଲିଖିତ...
ଭଦ୍ରକ : ଭଦ୍ରକ ଜିଲା ବିଦ୍ୟୁତପ୍ରଭା ଗାଁରେ ଚିଙ୍ଗୁଡ଼ି ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି। ଚୋରି କରୁଥିବା ଅଭିଯୁକ୍ତ ହେଲେ ନୟାକାଣ୍ଡି ଅଞ୍ଚଳର ଭାସ୍କର ଦାସ। ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଗାଁର ବିଷ୍ଣୁପଦ ଦାସଙ୍କ ପୋଖରୀରୁ ୬ ରୁ ୭ ଜଣ ଯୁବକ ଚିଙ୍ଗୁଡ଼ି ଚୋରି କରୁଥିଲେ। ମାତ୍ର ପାଣିରେ ଜାଲ ପଡ଼ିବା ଶବ୍ଦ ଶୁଣି ଚିଙ୍ଗୁଡ଼ି ଘେରି ଜଗିଥିବା...

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी