Home Tags Statue-of-unity

Tag: statue-of-unity

ଅହମଦାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ  ଦେଶର ପ୍ରଥମ ସ୍ବରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୮୨ ମିଟର ଉଚ୍ଚତା ବିଶିଷ୍ଟ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି  ‘ଷ୍ଟାଚ୍ୟୁ ଅଫ ୟୁନିଟି’ (‘ଏକତା ପ୍ରତିମୂର୍ତ୍ତି’)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଉନ୍ମୋଚିତ ଏହି ୧୮୨ ମିଟର ଉଚ୍ଚତା ବିଶିଷ୍ଟ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା  ଆମେରିକାର ଷ୍ଟାଚ୍ୟୁ...
ନୂଆଦିଲ୍ଲୀ : ଲୌହମାନବ ତଥା ଭାରତର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୬୦୦ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ବୁଧବାର ଉଦଘାଟନ ହେବାକୁ ଯାଉଛି। ସର୍ଦ୍ଦାର ପଟେଲଙ୍କ ଏହି ପ୍ରତିମୂର୍ତ୍ତିକୁ ତାଙ୍କର ଜନ୍ମଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ। ଏହି ପ୍ରତିମୂର୍ତ୍ତି ଦୁନିଆର ସର୍ବୋଚ୍ଚ ପ୍ରତିମୂର୍ତ୍ତିର ମାନ୍ୟତା ହାସଲ କରିଛି। ଦ୍ୱିତୀୟ ସ୍ଥାନରେ ଚୀନର ସ୍ପ୍ରିଙ୍ଗ ମନ୍ଦିରରେ ବୁଦ୍ଧଙ୍କ ମୂର୍ତ୍ତି ରହିଛି ଯାହାର ଉଚ୍ଚତା...
ନୂଆଦିଲ୍ଲୀ: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‍୧୯୪୮ ମସିହାରେ ଏକ ସଂଗଠନକୁ ନିଷିଦ୍ଧ କରିଥିଲେ। ଉନ୍ମୋଚନ ହେବାକୁ ଥିବା ‘ଷ୍ଟାଚ୍ୟୁ ଅଫ୍‍ ୟୁନିଟି’ ପାଦ ତଳେ ସେହି ନିଷେଧାଦେଶ ସ୍ଥାନ ପାଉ ବୋଲି ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି। ପୁନେରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ଶର୍ମା କହିଥିଲେ ଯେ ଦେଶର ପ୍ରଥମ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଆଭିମୁଖ୍ୟ ସେହି ସବୁ ସଂଗଠନ ବିଷୟରେ କଣ...
ନୂଆଦିଲ୍ଲୀ : ଗୁଜରାଟର ନର୍ମଦା ଜିଲ୍ଲାରେ ଆସନ୍ତା ମାସ ୩୧ ତାରିଖରେ ଲୌହମାନବ ସର୍ଦ୍ଦାର୍‍ ବଲ୍ଲଭ ଭାଇ ପଟେଲ୍‍ଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମହାନ୍‍ ରାଜ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ସର୍ଦ୍ଦାର୍‍ ବଲ୍ଲଭ ଭାଇ ପଟେଲ୍‍ଙ୍କ ଜୟନ୍ତ୍ରୀ ଅବସରରେ ଏଇ ବିଶାଳ ପ୍ରତିମୂର୍ତ୍ତିକୁ ଅନାବରଣ କରିବେ। ଏକତାର ନିଦର୍ଶନ ସ୍ୱରୂପ ‘ଷ୍ଟାଚ୍ୟୁ ଅଫ ୟୁନିଟି’ ନାମରେ ଏହି ବିଶାଳ...

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी