Home Tags Sardar patel

Tag: sardar patel

ଭୁବନେଶ୍ବର: ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ସମଗ୍ର ଦେଶର ବିଭିନ୍ନ ସ୍ଥାନରେ  ’ଏକତାର ଦୌଡ’ (ରନ୍ ଫର ୟୁନିଟି)  ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମଞ୍ଚେଶ୍ୱର ରେଲୱେ ଷ୍ଟାଡିୟମରୁ ଇଷ୍ଟକୋଷ୍ଟ ରେଲୱେ ଅଡିଟୋରିୟମ ପର୍ୟ୍ୟନ୍ତ ଏକତାର ଦୌଡ  ଆୟୋଜନ କରାଯାଇଥିଲା। ଏହି ଏକତାର ଦୌଡରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେପିର ଅନେକ କାର୍ଯ୍ୟକର୍ତ୍ତା ସହ ଅନେକ  ଯୁବକ/ଯୁବତୀ ଓ ସମାଜର...
ସୁଆଣ୍ଡୋ : ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୩ତମ ଜନ୍ମତିଥି ସମଗ୍ର ଭାରତରେ ପାଳନ କରାଯାଉଛି। ଏଥିପାଇଁ ପୁରୀ ଜିଲା ସତ୍ୟବାଦୀ-ଅଳଗୁମ ମଣ୍ଡଳ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବୁଧବାର ଦିନ ଏକ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି । ମଧୁବନ ପଞ୍ଚାୟତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ମୃତି ପରିଷଦ ଆନୁକୁଲ୍ୟରେ ଏହା କରାଯାଇଥିଲା। ଏହି ଗଣଦୌଡ ମଧୁବନ ଠାରୁ ବାହାରି ବରହମ୍ ପୁର ରାସ୍ତା ଦେଇ ସୂର୍ୟ୍ୟପୁର ଠାରେ ପହଞ୍ଚିଥିଲା...
୧୯୪୭ର ପ୍ରଥମାର୍ଦ୍ଧ ଭାରତ ଇତିହାସ ପାଇଁ ଏକ ସଙ୍କଟମୟ ସମୟ ଥିଲା। ଔପନିବେଶିକ ଶାସନର ଅନ୍ତ ନିଶ୍ଚିତ ଥିଲା ଏବଂ ଭାରତର ବିଭାଜନ ମଧ୍ୟ ନିର୍ଦ୍ଧାରିତ ଥିଲା, ହେଲେ ଏହା ଅନିଶ୍ଚିତ ଥିଲା ଯେ, ଭାରତର ଗୋଟିଏରୁ ଅଧିକ ବିଭାଜନ ହେବ ନାହିଁ ତ? ଦରଦାମ୍‍ ବଢ଼ୁଥିଲା, ଖାଦ୍ୟାଭାବ ଅତି ସାଧାରଣ କଥା ଥିଲା କିନ୍ତୁ ଏସବୁର ଊର୍ଦ୍ଧ୍ବରେ ଭାରତର ଏକ ଅଖଣ୍ଡତା ପ୍ରତି ଗମ୍ଭୀର ଚାପ ରହିଥିଲା।...
ଲୌହପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଆଜି ୧୪୩ତମ ଜନ୍ମଦିନ। ଏହି ମହାନ ଆତ୍ମା, ଭାରତର ପ୍ରଥମ ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଉପ-ପ୍ରଧାନମନ୍ତ୍ରୀ ଥିଲେ। ତାଙ୍କ ବିଷୟରେ କିଛି ମହତ୍ତ୍ୱପୂର୍ଣ୍ଣ ତଥ୍ୟ.... ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ୩୧ ଅକ୍ଟୋବର ୧୮୭୫ରେ ଗୁଜୁରାଟରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ଥିଲା ଝାବେର୍‍ ଭାଇ ପଟେଲ। ସେ ଜଣେ ଏକ କୃଷକ ଥିଲେ। ତାଙ୍କ ମାତାଙ୍କ ନାମ ଥିଲା ଲାଡ଼ ବାଇ । ସେ...

ବହୁ ଚର୍ଚ୍ଚିତ ଖବର

Thursday, March 21, 2019
ଓଡ଼ିଆ | English | हिंदी