Browsing Tag

Rasifala

ଜାଣନ୍ତୁ ଆଜି କେଉଁ ରାଶିର ଲୋକ ଖୁସିରେ ରହିବେ: ସୋମବାର ରାଶିଫଳ

ମେଷ: ଈଶ୍ବରୀୟ ବିଭୂତି ପ୍ରାପ୍ତ ହେବେ। ଭାଷା ଅମୃତ ଆଶ୍ବାଦନ ତୁଲ୍ୟ ହୋଇପାରେ। ସୁବନ୍ଧୁ ସମ୍ପର୍କ ସକାଳର ସୂର୍ଯ୍ୟ ପରି ଉଜ୍ଜ୍ବଳ ଓ ଆଲୋକ ଭାସ୍ବରିତ ହୋଇପାରେ। ସର୍ବତ୍ର ବିଜୟୀ ହେବେ। ସୁସ୍ଥ ରହିବେ। ବୃଷ: ଦୈବୀ…
Read More...

ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ : ଶନିବାର ରାଶିଫଳ

ମେଷ: ପରମ ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବନ୍ଧୁ ସହାୟତା ମିଳିବ। ବୃଷ:…
Read More...

ଜାଣନ୍ତୁ ଆଜି କେଉଁ ରାଶିଙ୍କର କେମିତି କଟିବ ଦିନ: ଗୁରୁବାର ରାଶିଫଳ

ମେଷ: ଉତ୍କଳୀୟ ସଂସ୍କୃତି ତଥା ଉତ୍ତମ ବ୍ୟବହାର, ପରମ ଶୁଦ୍ଧ ରୀତି-ନୀତି, ନୈତିକ ପରିପୂର୍ଣ୍ଣତା ଓ ଦିବ୍ୟ ଜ୍ଞାନସମ୍ପନ୍ନ ହେବେ। ଶ୍ରୀଚନ୍ଦ୍ର ଭୋଗ ହେତୁ ପରିବାର ସହ ଆପଣ ସୁଖୀ ଓ ନୂତନ ଦ୍ରବ୍ୟରେ ମଣ୍ଡିତ ହେବେ।…
Read More...

କେମିତି କଟିବ ଆଜିର ଦିନ: ବୁଧବାର ରାଶିଫଳ

ମେଷ: ସଂଗ୍ରାମୀ ମନୋବୃତ୍ତିର ହୋଇପାରନ୍ତି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନ ଲାଭ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦିଗ୍‌ବିଜୟୀ ହେବେ। ବୃଷ: ଥଣ୍ଡାକଫଜନିତ…
Read More...

କେମିତି କଟିବ ଆଜିର ଦିନ: ମଙ୍ଗଳବାର ରାଶିଫଳ

ମେଷ: ଅଧିକ ଧନ ପ୍ରାପ୍ତି ପାଇଁ ପୁଞ୍ଜିନିବେଶ କରିପାରନ୍ତି। ପୋଷାକ, ପରିଚ୍ଛେଦ ଓ ମିଷ୍ଟାନ୍ନ ଭୋଜନ ପାଇଁ ଅଧିକ ବ୍ୟୟ କରିବାକୁ କୁଣ୍ଠା ପ୍ରକାଶ କରିବେ ନାହିଁ। ଚତୁଷ୍ପଦ ପ୍ରାଣୀ କ୍ରୟ କରି ଖର୍ଚ୍ଚାନ୍ତ ହେବେ। ବୃଷ:…
Read More...

ବଦଳିବ ଏହି ରାଶିଙ୍କ ଭାଗ୍ୟ: ଶନିବାର ରାଶିଫଳ

ମେଷ: ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ପରୋପକାରୀ ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ଶୁଭ ରଙ୍ଗ ଲାଲ, ଶୁଭ ସଂଖ୍ୟା ୩। ବୃଷ: କର୍ମକ୍ଷେତ୍ରରୁ ସଫଳତା…
Read More...

ଜାଣନ୍ତୁ ରାଶି ଅନୁସାରେ କିପରି ରହିବ ଆଜି ଆପଣଙ୍କ ଦିନ: ଗୁରୁବାର ରାଶିଫଳ

ମେଷ: ମାୟାର ଚାରି ସେନାପତି କାମ, କ୍ରୋଧ, ଲୋଭ ଓ ମୋହର ଜାଲରେ ନ ପଡ଼ି, ସମାଜର ଜଣେ କୃତୀ ସନ୍ତାନଭାବେ ନିଜର ପରିଚୟ ସୃଷ୍ଟି କରିବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତାରୁ ବିବାଦରେ ବିଜୟୀ ହେବେ। ବୃଷ: ହିଂସା, ଦ୍ବେଷ,…
Read More...

କେମିତି କଟିବ ଆଜି ଆପଣଙ୍କ ଦିନ: ବୁଧବାର ରାଶିଫଳ

ମେଷ:ଅର୍ଜିତ ଜ୍ଞାନାଲୋକ​‌ରେ ପରିବାରର ଚଲାପଥକୁ ଆଲୋକିତ କରିପାରନ୍ତି। ବାଣିଜ୍ୟ କାରବାରରେ ଆର୍ଥିକ ସ୍ଥିତିକୁ ଦୃଢ଼ କରିବେ। ଦୟା ଧର୍ମରେ ଦୀକ୍ଷିତ ହେବେ। କୁଳ ଉଦ୍ଧାରକ ହେବେ। ବୃଷ: ସ୍ବକର୍ମ ବଳରେ ଭାଗ୍ୟ…
Read More...

କେମିତି କଟିବ ଆଜିର ଦିନ: ମଙ୍ଗଳବାର ରାଶିଫଳ

ମେଷ: ପ୍ରାପ୍ତ କ୍ଷମତାର ସୁବିନିଯୋଗ କରିବେ। କ୍ଷମାଶୀଳ ଗୁଣ ଯୋଗୁଁ ଆପଣଙ୍କ ପ୍ରଶାସନ ସବୁରୀ ଗ୍ରହଣୀୟ ହେବ। ଦୀନ, ଦରିଦ୍ରଙ୍କ ଭାଗ୍ୟ ପରିବର୍ତ୍ତନରେ ସହାୟକ ହୋଇପାରନ୍ତି। ସୁସ୍ଥ ଜୀବନ ବିତାଇବେ। ବୃଷ: ମାନସିକ…
Read More...

ସାପ୍ତାହିକ ରାଶିଫଳ

ମେଷ: ରବିବାର କର୍ମକ୍ଷେତ୍ରରେ ସାମାନ୍ୟ ଅସୁବିଧା ଦେଖାଦେବ। ଆୟ ମଧ୍ୟମ ରହିବ। ସୋମବାର ଓ ମଙ୍ଗଳବାର ନୂତନ ନିଯୁକ୍ତି ମିଳିପାରେ। ପଦୋନ୍ନତି ମିଳିବ। ବୁଧବାର ଓ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ଆଘାତ ପ୍ରାପ୍ତ…
Read More...