Home Tags Rasifala

Tag: Rasifala

ମେଷ: ଅର୍ଥ ଉପାର୍ଜନ ସୀମିତ ହୋଇପାରେ। କାର୍ଯ୍ୟ ସୁଚାରୁରୂପେ ସମ୍ପାଦିତ ହୋଇପାରେ। ଚିନ୍ତାଧାରା ଉନ୍ନତମାନର ହେବ। କୃଷିକ୍ଷେତକୁ ତ୍ବରାନ୍ବିତ କରିପାରନ୍ତି। ଯାନବାହନ ସୁଖ ମିଳିବ। ସୁଖ ଭୋଗ କରିପାରନ୍ତି। ବୃଷ: ପ୍ରତ୍ୟେକ କାର୍ଯ୍ୟକୁ ଶୃଙ୍ଖଳିତ କରିପାରନ୍ତି। ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। କାର୍ଯ୍ୟରେ ସଫଳତା ମିଳିବ। ଯାନବାହନଯୁକ୍ତ ହେବେ। ବନ୍ଧୁ ପ୍ରାପ୍ତିର ସୁଯୋଗ ରହିଛି। ମିଷ୍ଟାନ୍ନ ଭୋଜନ ମିଳିବ। ମନରେ ପ୍ରସନ୍ନତା ଆସିବ। ମିଥୁନ: ଆଶାବାଦୀ ହେବେ। ସୁଖ-ସମୃଦ୍ଧିଯୁକ୍ତ...
ମେଷ: ପ୍ରତ୍ୟେକ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଉଦ୍ୟମ ଜାରି ରଖିବେ। କୁଳ ଉଳକାରୀ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ଯଶସ୍ବୀ ହେବେ। ବ୍ୟବସାୟ ଲାଭଜନକ ହେବ। ବୃଷ: ଚିନ୍ତାମୁକ୍ତ ହୋଇପାରନ୍ତି। ଭ୍ରମଣ ଯୋଗ ଅଛି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ ଓ ବିଦ୍ବାନ୍‌ ହେବେ। ଦାମ୍ପତ୍ୟ ଜୀବନ...
ମେଷ: ଅଶ୍ୱିନୀ ଓ ଦ୍ୱିଜା ନକ୍ଷତ୍ର ବ୍ୟକ୍ତିଙ୍କ ମନରେ ସରସତା ଆସିବ। ମିଷ୍ଟଭାଷୀ ଭାବେ ଜନାଦୃତ ହେବେ। ଆର୍ଥିକ ଅଭିବୃଦ୍ଧି ଘଟିବ। ଉନ୍ନତି ମାର୍ଗରେ ଆଗକୁ ବଢ଼ି ପାରନ୍ତି। କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ବ୍ୟୟବୃଦ୍ଧି ହେବ। ବୃଷ: ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତି ଭ୍ରମଣାଦିରେ ଶାନ୍ତି ପାଇବେ। ଆୟ ବୃଦ୍ଧିର ସୂଚନା ମିଳୁଛି। ଅର୍ଥ ପ୍ରାପ୍ତି ସହିତ ଚିନ୍ତା ଦୂର ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ।...
ମେଷ: ଧନ ସଞ୍ଚୟ ପାଇଁ ଉଦ୍ୟମ ଜାରି ରଖି ପାରନ୍ତି; ମାତ୍ର ବ୍ୟୟକୁ ମୁକାବିଲା କରିବା କଷ୍ଟସାଧ୍ୟ ହେବ। ଚଞ୍ଚଳ ସ୍ବଭାବର ହେବେ। ଚକ୍ଷୁରେ ସମାନ୍ୟ ଯନ୍ତ୍ରଣା ଉପୁଜି ପାରେ। ମିଷ୍ଟଭାଷୀ ହୋଇପାରନ୍ତି। ରାଜଯୋଗ ଭୋଗରେ ଉଣା ହୋଇପାରେ। ବୃଷ: ମନ ଚଞ୍ଚଳ ରହିବ। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହେବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନିତ ହେବା...
ମେଷ: ମନରେ ଭକ୍ତିଭାବ ଉଦ୍ରେକ ହେବ। କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ବୃଷ: ସବୁ ବାଧା-ବିଘ୍ନ ଏଡ଼ାଇ ଉନ୍ନତି ପଥେ ଆଗକୁ ବଢ଼ିବେ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ବିତାଇ ପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ ଓ ସାହସୀ ହେବେ। ମିଥୁନ: ବିପଦରୁ ଉଧୁରି...
ମେଷ: ସୁଖ, ସମ୍ମାନ ଲାଭ କରିପାରନ୍ତି। କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ; ମାତ୍ର ବିଳମ୍ବରେ। ସରକାରୀ ଅର୍ଥ ମିଳିବ। ଗୃହ ପ୍ରଦୂଷଣମୁକ୍ତ ରହିବ। କୀର୍ତ୍ତି, ମର୍ତ୍ତି, ସତ୍ତ୍ବ, ସନ୍ତୋଷ, ବହୁବିଧ ଧନ ସବୁ କିଛି ମିଳିବ। ବୃଷ: ଧନବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଭାଗ୍ୟର ପରିବର୍ତ୍ତନ ଘଟିବ। ଉପଯୁକ୍ତ କର୍ମାନୁରକ୍ତ ହେବେ। ଯଶସ୍ବୀ ହୋଇପାରନ୍ତି। ସରକାରୀ ସ୍ତରରୁ ଧନ ସହିତ ସମ୍ମାନ ମିଳିବ। ନୃତ୍ୟ-ସଙ୍ଗୀତପ୍ରିୟ ହେବେ। ମିଥୁନ:...
ମେଷ: ବିଚାର ବିମର୍ଶ ଓ ଆଲୋଚନା ଦ୍ୱାରା ବିଶେଷ ଉପକୃତ ହେବେ। କେତେକ କ୍ଷେତ୍ରରେ ନିରବ ଦର୍ଶକ ହୋଇପାରନ୍ତି। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତାଦି ଲାଭ କରି ଖୁସି ହେବେ। ଲୋଭାସକ୍ତ ଓ ଧନ ଲାଭକାରୀ ହୋଇପାରନ୍ତି। ବୃଷ: ନିଜ ମନକୁ ନିଜେ ସାନ୍ତ୍ୱନା ଦେବେ। ଦ୍ରବ୍ୟ ନଷ୍ଟ ହେବାର ଆଶଙ୍କା ଅଛି। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। ସ୍ତ୍ରୀ ଧନ ହେତୁ ସୁଖ ଭୋଗ କରିବେ। ମନ୍ତ୍ରଣାଦାତା...
ମେଷ: ସତ୍‌ସଙ୍ଗରେ ଯୋଗଦେଇ ଖୁସି ହୋଇପାରନ୍ତି। ପରଚର୍ଚ୍ଚାରୁ ବିରତ ହେଲେ ମାନ୍ୟ ମିଳିବ। କର୍ମ ତଞ୍ଚକତା ପ୍ରକାଶ ପାଇବ। ମନରେ ପ୍ରସନ୍ନତା ଦେଖାଦେଇ ପାରେ। ପୂଜାର୍ଚ୍ଚନାରେ ଲିପ୍ତ ହୋଇ ସୁଖ, ଶାନ୍ତିରେ ରହିବେ। ବୃଷ: ଦୁଃସାହସିକ କାର୍ଯ୍ୟ କରି ଉପକୃତ ହେବେ। ଲାଗି ରହିଥିବା ବିବାଦର ସୁସମାଧାନ ହେବ। ମଧ୍ୟମ ଧରଣର ଶୁଭଫଳ ମିଳିବ। ପ୍ରତିଯୋଗିତା ଆପଣଙ୍କ ସପକ୍ଷରେ ଯିବ। ସରକାରୀ ଓ ବେସରକାରୀ ସହାୟତା ପାଇ ଉତ୍‌ଫୁଲ୍ଲିତ ହେବେ। ମିଥୁନ:...
ମେଷ: ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ବିବାଦ ଉପୁଜି ପାରେ। ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ସରକାରୀ ଅର୍ଥ ମିଳିପାରେ। ସୁ-ଯଶର ଅଧିକାରୀ ହେବେ। ଧନଶାଳୀ ହୋଇପାରନ୍ତି। ଯଥାର୍ଥ କାର୍ଯ୍ୟ କରିବେ। ବୃଷ: ଆଲୋଚନା ମାଧ୍ୟମରେ ଉପକୃତ ହେବା ଆଶା କରାଯାଏ। ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। କର୍ମକ୍ଷେତ୍ର ଆନନ୍ଦଦାୟକ ହେବ। କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି। ବିଚକ୍ଷଣ ହେବେ। ବହୁ ସହୃଦୟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ମିଳିବ। ତେଜୀୟାନ ହେବେ। ମିଥୁନ: ମାନସିକ...
ମେଷ: ଦ୍ବିଜା ନକ୍ଷତ୍ର ଜାତ ବ୍ୟକ୍ତି ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିପାରେ। କୀର୍ତ୍ତିମାନ୍‌ ହେବେ। ଭୋଗ-ବିଳାସ କରିପାରନ୍ତି। ଗୁଣବାନ୍‌ ହେବେ। ମନ ପ୍ରସନ୍ନ ରହିବ। ଅଶ୍ବିନୀ ଓ କୃର୍ତ୍ତିକା ନକ୍ଷତ୍ର ଜାତଙ୍କର ସାମାନ୍ୟ ଫଳ। ବୃଷ: ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ସରକାରୀ ଅର୍ଥ ମିଳିବ। ଉତ୍ତମ ଗୃହରେ ବାସ କରିପାରନ୍ତି। କୀର୍ତ୍ତିମାନ୍‌ ହେବେ। ବହୁବିଧ ଧନର ଅଧିକାରୀ ହୋଇପାରନ୍ତି। ଗୁଣଯୁକ୍ତ ହେବେ। କୃର୍ତ୍ତିକା ଓ...

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी