Home Tags Rahul gandhi

Tag: rahul gandhi

କେରଳ : କେରଳର ତ୍ରିଶୁରଠାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମତ୍ସ୍ୟଜୀବୀମାନଙ୍କ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି, କଂଗ୍ରେସ ସରକାରକୁ ଆସିଲେ ମସ୍ୟଜୀବୀମାନଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ସ୍ୱତନ୍ତ୍ର ବିଭାଗ କାର୍ଯ୍ୟକରିବ। ସେ ଆହୁରି ମଧ୍ୟ କହିଛନ୍ତି, ମସ୍ୟଜୀବୀମାନଙ୍କ ବିକାଶ ପାଇଁ ଜାତୀୟ ସ୍ତରରେ ୩୩% ସଂରକ୍ଷଣ ପ୍ରଦାନ କରାଯିବ। ମସ୍ୟଜୀବୀମାନଙ୍କର ବହୁ ସମସ୍ୟା ରହିଥିବା ରାହୁଲ କହିବା...
ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଓଡିଶା ଗସ୍ତରେ ଆସୁଛନ୍ତି । ଚଳିତ ମାସରେ ରାହୁଲ ଗାନ୍ଧୀ ଦୁଇ ଥର ଓଡିଶା ଗସ୍ତରେ ଆସିବେ ବୋଲି କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଆସନ୍ତା ୮ରେ ଦିନିକିଆ ଓଡିଶା ଗସ୍ତରେ ଆସି ରାହୁଲ ଗାନ୍ଧୀ ଜୟପୁର ଯିବେ । ସେଠାରେ ମହିଳା ଓ ଚାଷୀଙ୍କୁ ନେଇ ଅନୁଷ୍ଠିତ ହେବାକୁ ଥିବା ସାଧାରଣ...
ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚଳିତ ମାସ ଶେଷ ସପ୍ତାହରେ ପୁଣି ଓଡିଶା ଆସିବେ ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ତେବେ ରାହୁଲ ଗାନ୍ଧି କେଉଁ ଦିନ ଆସିବେ ଓ ତାଙ୍କ ଗସ୍ତର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଏଥରକୁ ମିଶାଇ ରାହୁଲଙ୍କ ତୃତୀୟ ଓଡ଼ିଶା ଗସ୍ତ ହେବ । ତାଙ୍କ ସହ ପ୍ରିୟଙ୍କା ଗାନ୍ଧି ମଧ୍ୟ ଓଡିଶା...
ଭୁବନେଶ୍ବର: ଦିନିକିଆ ଓଡିଶାଗସ୍ତରେ ଆସିଥିବା କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମାନବିକତାର ପରିଚୟ ଦେଇଛନ୍ତି । ରାହୁଲଙ୍କ ସ୍ବାଗତ ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ପୂର୍ବରୁ ଅପେକ୍ଷା କରି ରହିଥିବା ଗଣମାଧ୍ୟମର ପ୍ରତିନିଧିମାନେ ତାଙ୍କ ନିକଟକୁ ଦୌଡି ଯାଇଥିଲେ । ଏହି ସମୟରେ ରାହୁଲଙ୍କ ଭିଡିଓ ଉତ୍ତୋଳନ କରୁଥିବା ବେଳେ ଜଣେ କ୍ୟାମେରାମ୍ୟାନ ତଳେ ପଡି ଯାଇଥିଲେ । ସେଠାରେ ଅନେକ ଲୋକ ଉପସ୍ଥିତ ରହିଥିବା ବେଳେ...
ଭୁବନେଶ୍ବର: ଏଆଇସିସି ଅଧ୍ୟକ୍ଷ ହେବା ପରେ ରାହୁଳ ଗାନ୍ଧୀ ଜାନୁଆରୀ ୨୫ରେ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି । କଂଗ୍ରେସ କର୍ମୀଙ୍କ ସହ ବୈଠକ ପରେ ଜନସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଓଡିଶାର ଉପକୂଳବର୍ତ୍ତୀ ଜିଲାରେ ଜନସଭା ହେବାକୁ ଥିବା ବେଳେ କର୍ମକର୍ତ୍ତାଙ୍କ ସହ ବୈଠକ ଭୁବନେଶ୍ବରରେ ହେବ ବୋଲି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । କଂଗ୍ରେସ...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी